ପୁରୀ ବାଇପାସ୍‌ କାହା ପାଇଁ..? : କଟକ ରୋଡ୍‌‌‌ ସବୁବେଳେ ଜାମ, ବାଇପାସ୍‌ ଫାଙ୍କା

ପରିବହନ ବିଭାଗ, ଟ୍ରାଫିକ୍‌ ପୁଲିସ, ବସ୍‌ ମାଲିକ ସଂଘ ନିରବ ଭୁବନେଶ୍ବର : ରାଜଧାନୀର ବହୁ ପୁରୁଣା ରାସ୍ତା କଟକ ରୋଡ୍‌ରୁ ଭିଡ଼ କମାଇବା ପାଇଁ ପୁରୀ-ବାଇପାସ୍‌ ରାସ୍ତା ତିଆରି ହେଲା। ହେଲେ ପ୍ରଶାସନ ଓ ପୁଲିସ୍‌ର ଅବହେଳା ଯୋଗୁଁ ଏ ରାସ୍ତାର ବିଶେଷ ଫାଇଦା ଉଠା ଯାଇପାରୁନାହିଁ। ଅପରପକ୍ଷେ କଟକ ରୋଡ୍‌ରେ ଅସମ୍ଭାଳ ଭିଡ଼ ପାଇଁ ରାଜଧାନୀବାସୀ ଯେଉଁ ସମସ୍ୟା ଭୋଗୁଥିଲେ, ତାହା ଏବେ ବି ଜାରି ରହିଛି। … Continue reading ପୁରୀ ବାଇପାସ୍‌ କାହା ପାଇଁ..? : କଟକ ରୋଡ୍‌‌‌ ସବୁବେଳେ ଜାମ, ବାଇପାସ୍‌ ଫାଙ୍କା